ଅପରାଧ
ପୁଅ ସାଜିଲା ମାଆ ର ହତ୍ଯାକାରୀ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁ ରେ ହତ୍ୟାକାଣ୍ଡ। ପନିକି ଚୋଟ ରେ ଜନ୍ମିତ ପୁଅ ହାଣିଲା ମା’ କୁ। ମା’ର ବେକ କୁ ପନିକି ଚୋଟ ରେ ହାଣି ମାରିଦେଲା ୨୧ ବର୍ଷର ତ ପୁଅ ଜିତେନ୍ଦ୍ର ସ୍ବାଇଁ ଓରଫ୍ ମୁନା । ମା’ କୁ ହାଣି ପୁଅ ଫେରାର ହୋଇ ଯାଉଥିବା ସୂଚନା। ପାରିବାରିକ କଳହ ରୁ ପୁଅ ମା’କୁ ହତ୍ୟା କରିଥିବା ସଂଦେହ। ମୃତକ ମା’ ପ୍ରମିଳା ସ୍ବାଇଁ। ନିଶ୍ଚିନ୍ତକୋଇଲି ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ମେଡିକାଲ କୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।